ଗଣ୍ଠି

ଉଇକିଅଭିଧାନ‌ରୁ

ଗଣ୍ଠି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରନ୍ଥି)[ସମ୍ପାଦନା]

୧. ବନ୍ଧନ; ଗ୍ରନ୍ଥି —୧. Knot.
୨. କେଶ; ଦଉଡ଼ି ବା ଲୁଗାଆଦିକୁ ମଣ୍ଡଳାକାରରେ ଭିଡ଼ି ବାନ୍ଧିବାର ପ୍ରଣାଳୀ — ୨. Mode of tying up hair; rope or cloth into coils

କର କରୁଣା ବୋଲି ଯେତେ ଚାଟୁ ରକିଲି ତୋ ଗୁମାନ ଗଣ୍ଠିତ ନ ଫିଟିଲାରେ କବିସୂର୍ଯ୍ୟ. ସଙ୍ଗୀତ

୩. ଟଙ୍କା ସୁନାଆଦିର ବୁଜୁଳା ବା ପୋଟଳା — ୩. A package of money or valuables.

ବୋଲିବ ଏଥକୁ ଯାହା ବାନ୍ଧି ଗଣ୍ଠି କରି ତାହା ଭଞ୍ଜ. ବୈଦେହୀଶବିଳାସ

୪. ଯଷ୍ଟିଆଦିର ଗୋଲାକାର ମୁଣ୍ଡା — ୪. Knob of a stick.
୫. ଆଖୁ, ବାଉଁଶଆଦିର ଦୁଇ ପବମଧ୍ୟସ୍ଥ ସନ୍ଧି — ୫. A mode.
୬. ହାତ ଓ ଗୋଡ଼ରେ ଦୁଇ ଖଣ୍ଡ ଅସ୍ଥିର ଯୋଡ଼ସ୍ଥଳ ବା ସନ୍ଧି — ୬. A bone-joint; ligament.
୭. ତର୍କଣୀୟ ବିଷୟ; ମର୍ମ କଥା — ୭. Chief or debatable point.
୮. ସାରକଥା —୮. Purport.
୯. ଜଟିଳ ସମସ୍ୟା ଓ ପ୍ରଶ୍ନ —୯. Knotty question; dialemma; intricate or complicated matter.

କବିର ଗଣ୍ଠିବାନ୍ଧି ଥାଇ ଯାହା ମର୍ଖ ପଣ୍ଡିତ 'ହେ' ନ ବୁଝି ନିନ୍ଦନ୍ତି ତାହା ପ୍ରାଚୀ ରହସ୍ୟମଞ୍ଜରୀ

୧. ଜଟିଳତା —୧୦. Intricacy; complication.

୧୧: ଆମବାତ; ବାତରୋଗବିଶେଷ — ୧୧. Rheumatism.

୧୨: ନାଳ ବନ୍ଧାଇବାର ଛୋଟ ବନ୍ଧ — ୧୨. A dam across a channel.

୧୩: ବକ୍ରତା —୧୩. A knuckle; bend.

୧୪: ଗଛ ବା କାଠ ମଧ୍ୟରେ ଥିବା ଗ୍ରନ୍ଥିଯୁକ୍ତ ଅଂଶ — ୧୪. Tangled or knotted part of a tree or wood.

୧୫: ଫିତା ବା ରଜ୍ଜୁଆଦିର ବିନା ଆଶ୍ରୟରେ କେଶ ଗୁଚ୍ଛର ଏକତ୍ର ବିନ୍ୟାସର ପ୍ରଣାଳୀବିଶେଷ ବା ଜୁଡ଼ା — ୧୫. Mode of tying the hair into a knot or chignon.

୧୬: ସ୍ତ୍ରୀ ଲୋକମାନଙ୍କ ପିନ୍ଧା ଶାଢ଼ୀର ଶେଷଭାଗରେ ପଡ଼ିଥିବା ଗ୍ରନ୍ଥି ବା ଗୁଡ଼ି —୧୬. The end of a women's cloth tied into a knot.

୧୭: ବଳାଗଣ୍ଠି —୧୭. Ankle-joint.

ତଳରୁ ଗଣ୍ଠି ସରି ପୁଣ ପାଦ ଏ ଅର୍ଦ୍ଧତାଳ କାଣ ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଜଟିଳ —୧. Intricated; complicated.
୨. ଗଣ୍ଠିଯୁକ୍ତ —୨. Knotty.