Jump to content

ଗଣ୍ଠିଆଳ

ଉଇକିଅଭିଧାନ‌ରୁ

ଗଣ୍ଠିଆଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରନ୍ଥି)

[ସମ୍ପାଦନା]
୧. ଗଇଁଠାଳ —୧. Marriage-knot.

ବାହାରିଲେ ଗଣ୍ଠିଆଳ ଅଳଙ୍କୃତ ହୋଇ ବିଶ୍ୱକେତୁ ରଣାରମ୍ଭେ କି ସେ ଶାଢ଼ୀ ପାଇ ଭଞ୍ଜ. ବୈଦେହୀଶବିଳାସ

୨. ବର କନ୍ୟାଙ୍କର ଗ୍ରନ୍ଥି ପଡ଼ିଥିବା ବୈବାହିକ ବସ୍ତ୍ର — ୨. The nuptial cloths of the bride and bridegroom tied together at one end by a knot.

ଦେଶଜ - ବିଶେଷଣ -

[ସମ୍ପାଦନା]

ଗଣ୍ଠିପୂର୍ଣ୍ଣ —Ḳnotty.