ଗଣ୍ଠିକରିବା
ଦେଖଣା
ଗଣ୍ଠିକରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗଣ୍ଠି ଧନ ପରି ବିଚାରିବା — ୧. To think (some thing) to be very dear.
ମନ କୃପଣକୁ ଯେଉଁ ଚରିତ ରତନ ଗଣ୍ଠି କରି ଥୋଇ ଅଛି କରି ବିଶେଷ୍ୟ - ଯତନ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୨. କୌଣସି ଛୋଟ କଥାକୁ ଅତି ବଡ଼ ଆକାରରେ ପରିଣତ କରି ଏକ ଜିଦ୍ ଧରିବା —୨. To persist in magnifying a trifle into a big matter; to raise a tempest over a teapot.
(ଯଥା—ଏଇ କଥାକୁ ଏଡ଼େ 'ଗଣ୍ଠି କଲେ' ଚଳିବ?)