Jump to content

ଗଣ୍ଠିଧନ

ଉଇକିଅଭିଧାନ‌ରୁ

ଗଣ୍ଠିଧନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରନ୍ଥି+ଧନ)

[ସମ୍ପାଦନା]
୧. ଲୁଗାରେ ଗଣ୍ଠି ପକାଇ ବାନ୍ଧି ରଖିଥିବା ଧନ — ୧. Property kept tied in a knot of cloth.
୨. (ଲକ୍ଷଣାର୍ଥ) ଅତ୍ୟନ୍ତ ଆଦରର ପାତ୍ର — ୨. Object of one's fondest regard.

ଥରେ ଗଣ୍ଠିଧନ, ଗୁଣବତୀ ମୁଁ ଚାତକ ନବଘନ—କବିସୂର୍ଯ୍ୟ, କବିତା

୩. ଅତ୍ୟନ୍ତ ଆଦର ଓ ଯତ୍ନରେ ସାଇତା ହେବା ପଦାର୍ଥ — ୩. Most valuable and carefully preserved. treasure; a thing which has been very carefully stored.

ଗଣ୍ଠିଧନ ତୋର ସ୍ନେହ—କବିସୂର୍ଯ୍ୟ, କିଶୋରୀଚମ୍ପୁ