Jump to content

ଗଣ୍ଠିପଡ଼ିବା

ଉଇକିଅଭିଧାନ‌ରୁ

ଗଣ୍ଠିପଡ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗ୍ରନ୍ଥି ନ ଫିଟିବା — ୧. A knot being drawn tight; the tightening of a knot.

ହୃଦେ ହୃଦେ ପଡ଼ି, ଗଲା ପୀରତିର ପୁଷ୍ପ ବଜ୍ରମୟ ଗଣ୍ଠି— ରାଧାନାଥ, ଯଯାତି

୨. ରଜ୍ଜୁ ସୁତା ଆଦି ଗୁଡ଼େଇ ହୋଇ ଛନ୍ଦି ହୋଇଯିବା — ୨. Becoming tangled.
୩. ଜଟିଳ ସମସ୍ୟା ଉପସ୍ଥିତ ହେବା — ୩. The state of dilemma; complication.