Jump to content

ଗଣ୍ଠିବଖିଆ

ଉଇକିଅଭିଧାନ‌ରୁ

ଗଣ୍ଠିବଖିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ସିଲେଇ (ଏ ସିଲେଇରେ ଯେଉଁଠାରେ ପ୍ରଥମେ ତଳକୁ ଛୁଞ୍ଚି ଗଳାଇ ଅନ୍ୟ ସ୍ଥାନରେ ଛୁଞ୍ଚି ଫୁଟାଇବାକୁ ହୁଏ ପୁଣି ସେହି ସ୍ଥାନ ପାଖକୁ ଛୁଞ୍ଚିକୁ ଫେରାଇ ଆଣି ସେଇଁବାକୁ ହୁଏ ଏ ସିଲେଇରେ ଗୋଟାଏ ପାଖରେ ସରିଏ ସୁତା ଦେଖାଯାଏ. ତଳପାଖେ ଦୁଇ ସରୢ ସୁତା ଦେଖାଯାଏ) —A kind of stitching.