Jump to content

ଗଣ୍ଠିରତ୍ନ

ଉଇକିଅଭିଧାନ‌ରୁ

ଗଣ୍ଠିରତ୍ନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅତି ଆଦରର ଧନ — ୧. One's dearly loved thing.

ବୀଣା କଳକଣ୍ଠଜଣା କଣ୍ଠୀ, ଗଣ୍ଠିରତ୍ନ ମନ କୃପଣର

୨. ରତ୍ନଗଣ୍ଠି (ଦେଖ) - ୨. Ratnagaṇṭhi (See)