Jump to content

ଗଣ୍ଠିଲାବୁହା

ଉଇକିଅଭିଧାନ‌ରୁ

ଗଣ୍ଠିଲାବୁହା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରଭୁଙ୍କ ଳୁଗାପଟାର ଗଣ୍ଠିଳାକୁ ବହିବା ଅନୁଚର —୧. A servant who carries the master's luggage; a bag-bearer.
୨. ଗଧପରି ଭାର ବହିବା ବ୍ୟକ୍ତି — ୨. A man who carries anothers burden.