ଗଣ୍ଠିଳ
ଦେଖଣା
ଗଣ୍ଠିଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଗ୍ରନ୍ଥିଳ)
[ସମ୍ପାଦନା]- ୧. ଗ୍ରନ୍ଥିଯୁକ୍ତ — ୧. Knotted.
- ୨. ବହୁଗ୍ରନ୍ଥିଯୁକ୍ତ — ୨. Knotty; full of many knots.
ଗୋପୀସାହୁ ଦୋକାନୀ ଚିରା ଗଣ୍ଠିଳ କଳା ପରି ଗାମୁଛା ଗଣ୍ଠିଏ ମୁଣ୍ଡରେ ପକାଇ ଦୋକାନ ଟୋକାଇ କାନ୍ଧରେ ହାତରେ କଞ୍ଚଟା ଧରି ଦୋକାନକୁ ଆସିଲା ଫକୀରମୋହନ. ଛମାଣଆଠଗୁଣ୍ଠ