Jump to content

ଗଣ୍ଠି ପକାଇବା

ଉଇକିଅଭିଧାନ‌ରୁ

ଗଣ୍ଠି ପକାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଗ୍ରନ୍ଥି ରଚନା କରିବା — ୧. To tie into a knot.

ବିସ୍ମର ନୋହିବାକୁ ଗଣ୍ଠି ପକାଇ ପକାଇ କନ୍ଧେ ବହିଲାନି ବସନ— ଭଞ୍ଜ. ପ୍ରେମସୁଧାନିଧି


୨. କୋମଳ ଲମ୍ୱ ବସ୍ତୁକୁ ଦୋଉଡ଼ କରି ବାନ୍ଧିବା — ୨. To tie up a pliable and long thing by doubling it.
୩. ଦୁଇ ଲମ୍ୱ ବସ୍ତୁ (ଯଥା—ସୂତା; ଦଉଡ଼ି; ଲୁଗା)ର ଅଗକୁ ଏକାଠେଇଁ କରି ପରସ୍ପର ସହିତ ବାନ୍ଧିବା — ୩. To tie the ends af two long things into each other.
୪. କେଶରେ ଗ୍ରନ୍ଥି ବିନ୍ୟାଶ କରିବା — ୪. To tie the ends of two head into a knot.