ଗଣ୍ଠି ଫେରାଇବା
ମେଳି ବାନ୍ଧିବା ଉଦ୍ଦେଶ୍ୟରେ ଗ୍ରାମେ ଗ୍ରାମେ ପ୍ରଜାଙ୍କୁ ମତାଇବା ପାଇଁ ମେଳି ବାନ୍ଧିବାସୂଚକ ଘାସର ଗଣ୍ଠିକୁ ଏକ ଗ୍ରାମରୁ ଅନ୍ୟ ଗ୍ରାମକୁ ପଠାଇବା —To transmit a knotted grass from village to village as a hint to the people to start a rebellion.