ଗଣ୍ଠୁଲା ଦେବା
ଅଦୃଷ୍ଟରଜା କନ୍ୟାକୁ ଶାଶୁଘରକୁ ପଠାଇବା ଉପଲକ୍ଷ୍ୟରେ ଭାର ପଠାଇବା —To send presents with an unmatured girl on the occasion of her going to her husband's house.