ଗଣ୍ଡକୀ
ଦେଖଣା
ଗଣ୍ଡକୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗଣ୍ଡକ+ ସ୍ତ୍ରୀ. ଈ)
[ସମ୍ପାଦନା]- ୧. ସୁନାମଖ୍ୟାତ ଗଙ୍ଗାର ଉପନଦୀବିଶେଷ — ୧. A tributary of the river Ganges.
[ଦ୍ରଷ୍ଟବ୍ୟ —ଏ ନଦୀ ଶାଳଗ୍ରାମ ଦେଶ ମଧ୍ୟଦେଇ ପ୍ରବାହିତ ହେଉ ଥିବାରୁ ଏ ନଦୀ ଗର୍ଭରେ ମିଳୁଥିବା କ୍ଷୁଦ୍ର ଶିଳା ଖଣ୍ଡମାନଙ୍କ ଶାଳଗ୍ରାମଶିଳା ବୋଲାଯାଏ ନେପାଳ ରାଜ୍ୟରେ ମୁକ୍ତିନାଥ ଉପରେ ଏ ନଦୀର ଉତ୍ଥତ୍ତ ସ୍ଥଳ ପାଟନାର ଅପର ଏ ନଦୀ ଗଙ୍ଗା ନଦୀ ସଙ୍ଗେ ମିଳିତ ହୋଇଅଛି]
- ୨. ମାଈ ଗଣ୍ଡା ଜନ୍ତୁ — ୨. A female rhinoceros.