ଗଣ୍ଡଦୂର୍ବା
ଦେଖଣା
ଗଣ୍ଡଦୂର୍ବା
ଉଚ୍ଚାରଣ
[ସମ୍ପାଦନା]- ଅନ୍ୟ ସଂସ୍କୃତ - ନାମ:—ଗଣ୍ଡାକୀ; ମତ୍ସାକ୍ଷୀ; ଶକୁଳାକ୍ଷକ ସୂଚିପତ୍ରା; ଶ୍ୟାମକାନ୍ତା; ଚିତ୍ରା
- ବଙ୍ଗାଳୀ: গাইঠদূব
- ହିନ୍ଦୀ: गाँड़रदूब, गांड़रीदुब
- ଗୃ. ଗଣ୍ଡୁର ଧ୍ରୋ ତେଲୁଗୁ - ଗରିକକସୁବୁ; ପାନ୍ନଗଣ୍ଡୀ ତା. ଅରୁଗମପୁଲ୍ଲୁ ମ. ଗଣ୍ଡୁରଦୁର୍ବା
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମୃଞ୍ଜଜାତୀୟ ଏକପ୍ରକାର ଘାସ — ୧. A kind of grass Dactylon Cynodon.
[ଦ୍ରଷ୍ଟବ୍ୟ —ଏହା ଶୀତବୀର୍ଯ୍ୟ, ଲୌହଦ୍ରାବକ, ଧାରକ, ଲଘୁ, ବାୟୁବର୍ଦ୍ଧକ; ଏହା ଦାହ, ତୃଷ୍ଣା, କଫ, ରକ୍ତଦୃଷ୍ଟି, କୁଷ୍ଠ, ପିତ୍ତ ଓ ଜ୍ୱର ନାଶକ, ଗଞ୍ଜାମରେ ଏହାକୁ ଡାକୁଛଣ କହନ୍ତି ଏହା ଓଦା ଜମିରେ ହୁଏ ଏଥିର ପତ୍ର ଅଧ ଅଙ୍ଗୁଳ ଚଉଡ଼ା ଓ ଦେଢ଼ହାତ ଲମ୍ୱ ହୁଏ ଏ ଗଛ ଉଚ୍ଚରେ ୬ ଫୁଟ ବଢ଼େ; ଏଥିର ଡ଼େମ୍ଫରେ ଝାଡ଼ୁ ଓ ଚଟେଇ ହୁଏ ଏଥିର ଚେର ବେଣାଚେର ପଟ]