Jump to content

ଗଣ୍ଡପାଦ

ଉଇକିଅଭିଧାନ‌ରୁ

ଗଣ୍ଡପାଦ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)

କେତେକ ନକ୍ଷତ୍ରର ନିର୍ଦ୍ଧିଷ୍ଟ ଗଣ୍ଡଯୁକ୍ତ ଅଶୁଭ ଅଂଶ —Some inauspicious portion of certain asterisms.

[ଦ୍ରଷ୍ଟବ୍ୟ —ଅଶ୍ୱିନୀ, ମଘା, ମୂଳା ଏମାନଙ୍କର ପ୍ରଥମାପାଦ ଗଣ୍ଡ, ରେବତୀ, ଅଶ୍ଳେଷା, ଜ୍ୟେଷ୍ଠା ଏମାନଙ୍କର ଶେଷପାଦ ଗଣ୍ଡ, ଗଣ୍ଡପାଦ ଦିବାରେ ପଡ଼ିଲେ ପିତାର ଅନିଷ୍ଟ ରାତ୍ରିରେ ପଡ଼ିଲେ ମାତାର ଓ ସନ୍ଧ୍ୟାରେ ପଡ଼ିଲେ ଶିଶୁର ଅନିଷ୍ଟ ହୁଏ]