Jump to content

ଗଣ୍ଡଭୈରବ

ଉଇକିଅଭିଧାନ‌ରୁ

ଗଣ୍ଡଭୈରବ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଆ କାହାଣୀରେ ବର୍ଣ୍ଣିତ ବୃହତ୍ କାଳ୍ପନିକ ପକ୍ଷୀ [ଏହାର ଦୁଇଟି ଥଣ୍ଟା ଓ ଚାରିଟି (ମତାନ୍ତରରେ ଦୁଇଟି) ଗୋଡ଼ ଅଛି ଏ ପ୍ରତି ଗୋଡ଼ରେ ଓ ପ୍ରତି ଥଣ୍ଟରେ ଗୋଟିଏ ଗୋଟିଏ ହାତୀ ତଳୁ ଉଠାଇ ନେଇ ଉଡ଼ି ପାରେ] —A huge fabulous bird (mentioned in the Folktales of Orissa) having four (some say two) legs, two mouths and nightly enough to lift up ୪ elephants with its talons and beaks.

ଫଳକେ ବିଚିତ୍ର ଶୋଭେ ନାନବର୍ଣ୍ଣେ ଗଣ୍ଡଭୈରବ ରାଧାନାଥ ଉଷା