ଗଣ୍ଡଶଇଳ
(ସଂସ୍କୃତ - ଗଣ୍ଡଶୈଲ) ଶିଳାଖଣ୍ଡ — A block of stone.
ବସାଉଁ ଜାନୁ ଶୟନ ମର୍କତ ଶଇଳୁ ସ୍ୱର୍ଣ୍ଣ ଗଣ୍ଡଶଇଳ କି ଖସିପଡ଼ି ଭଞ୍ଜ ବୈଦେହୀଶବିଳାସ