Jump to content

ଗଣ୍ଡଶାନ୍ତି

ଉଇକିଅଭିଧାନ‌ରୁ

ଗଣ୍ଡଶାନ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଣ୍ଡ+ ଶାନ୍ତି)

[ସମ୍ପାଦନା]

ଗଣ୍ଡଦୋଷଜନିତ ଅନିଷ୍ଟ ନିବାରଣାର୍ଥ ସବୌଷଧି— ଜଳରେ ସ୍ନାନ, ଦାନ ଓ ହୋମାଦି କର୍ମ — Rites of propititaing the inauspicious stars resulting in a 'Gaṇḍadosha'.