Jump to content

ଗଣ୍ଡାଏ

ଉଇକିଅଭିଧାନ‌ରୁ

ଗଣ୍ଡାଏ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]
୧. ଚାରିକଡ଼ା କଉ଼ଡ଼ି — ୧. Four bits of cowries.
୨. ଏକଗଣ୍ଡା ମାତ୍ର; ୪ଗୋଟା; ଏକ ପୁଞ୍ଜା — ୨. An aggregate of four.
୩. ପଣକର ୨ ଭାଗରୁ ଏକ ଭାଗ — ୩. ୧/୨୦ of a paṇa.
୪. ଅଳ୍ପ ସାମାନ୍ୟ —୪. Very little.

(ଯଥା—ମୁଁ ଗଣ୍ଡାଏ ଭାତ ଖାଇବି)