Jump to content

ଗଣ୍ଡାପାତ୍ରୀ

ଉଇକିଅଭିଧାନ‌ରୁ

ଗଣ୍ଡାପାତ୍ରୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଣ୍ଡ ଓ ପାତ୍ର)

[ସମ୍ପାଦନା]

ଗଣ୍ଡାର ଶିଙ୍ଘ ବା ଖଡ଼୍ଗରୁ ପ୍ରସ୍ତୁତ ପାତ୍ରୀ (ଏଥିରେ ହିନ୍ଦୁମାନେ ପିତୃଲୋକ ଉଦ୍ଦ୍ୟେଶରେ ତର୍ପଣ କରନ୍ତି) — A boat-shaped pot for offering water to the manes made from the snout of a rhinoceros.