Jump to content

ଗଣ୍ଡିକା

ଉଇକିଅଭିଧାନ‌ରୁ

ଗଣ୍ଡିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଣ୍ଡ+କ+ ଅ)

[ସମ୍ପାଦନା]
୧. ପାନୀୟବିଶେଷ — ୧. A sort of beverage.
୨. ବାଲିଗରଡ଼ାବିଶେଷ —୨. A sort of pebble.


୩. ପ୍ରଥମ ଅବସ୍ଥାରୁ ହୋଇଥିବା କାର୍ଯ୍ୟ — ୩. Any work which has advanced beyond. the first stage.