ଗଣ୍ଡିଟଙ୍କା
କୌଣସି ଦେବତାଙ୍କ ପୂଜାଖରଚ ଆଦି ଚଳାଇବା ପାଇଁ ରାଜକୋଷରୁ ମାସିକ ମିଳୁଥିବା ଖଞ୍ଜା ଧନ — A monthly cash-allowance by Government to certain idals to defray the cost of their worship.