Jump to content

ଗଣ୍ଡୀ

ଉଇକିଅଭିଧାନ‌ରୁ

ଗଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗଣ୍ଡ+ଇନ୍; ୧ମା.୧ବ;ପ୍ରଶସ୍ତ ଗଣ୍ଡ ଅଛି ଯାହାର)

[ସମ୍ପାଦନା]

ହସ୍ତୀ; ହାତୀ —Elephant.

ଗଣ୍ଡୀ ଗର୍ଭେ ଗୁଳି ପରି ଗଳି ବିବେକ ଦେଲା ଘଉ଼ଡ଼ି— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଗ—ଗୀତ

ଦେଶଜ - ବିଶେଷ୍ୟ - (ବଙ୍ଗଳା ଅନୁକରଣ)

[ସମ୍ପାଦନା]

ସୀମା —Boundary.