Jump to content

ଗତକ୍ଳମ

ଉଇକିଅଭିଧାନ‌ରୁ

ଗତକ୍ଳମ

ଉଚ୍ଚାରଣ

[ସମ୍ପାଦନା]
(ଗତକ୍ଳମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଗତ=ଦୂରୀଭୂତ+କ୍ଳମ=ଶ୍ରମ)

[ସମ୍ପାଦନା]

ଯାହାର ଶାନ୍ତିଦୂର ହୋଇଅଛି; ବିଶ୍ରାନ୍ତ — Refreshed with rest.

ଜପ କରି ଅଗ୍ନିରେ କରୁଅଛି ହୋମ ହୋଇଅଛି ତୁମ୍ଭେମାନେ ତ ଗତକ୍ଳମ କୃଷ୍ଣସିଂହ. ମହାଭାରତ. ଆଦି