Jump to content

ଗତଚେତନ

ଉଇକିଅଭିଧାନ‌ରୁ

ଗତଚେତନ

ଉଚ୍ଚାରଣ

[ସମ୍ପାଦନା]
(ଗତଚେତନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗତ+ଚେତନା)

[ସମ୍ପାଦନା]
୧. ଗତଜୀବନ; ମୃତ —୧. Dead.
୨. ମୂର୍ଚ୍ଛତ —୨. Fainted away; deprived of consciousness.