Jump to content

ଗତରସ

ଉଇକିଅଭିଧାନ‌ରୁ

ଗତରସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗତ+ରସ)

[ସମ୍ପାଦନା]

ନୀରସ; ରସହୀନ — Sapless.

ବିଲକ୍ଷଣ ହରି ନାମଙ୍କ ମାଧୁରୀ ଇତର ସକଳ ଗତରସ—କବିସୂର୍ଯ୍ୟ. ସଙ୍ଗୀତ