Jump to content

ଗତର ଖଟିବା

ଉଇକିଅଭିଧାନ‌ରୁ

ଗତର ଖଟିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - କ୍ରିୟାପଦ -

[ସମ୍ପାଦନା]
୧. ଶାରୀରିକ ପରିଶ୍ରମ କରିବା; କୌଣସି କାର୍ଯ୍ୟରେ ଆପଣା ଦେହକୁ ଖଟାଇବା ବା ଲଗାଇବା —୧. To exercise one's limbs; to exert ones self.
୨. ସର୍ବଦା ପାଇଟି କରିବା; ଦାସ ପରି କାର୍ଯ୍ୟ କରିବା — ୨. To work like a slave.
୩. ଗୃହର ନୀଚ କର୍ମମାନ କରିବା — ୩. To perform menial domestic works.