Jump to content

ଗତଲକ୍ଷ୍ମୀକ

ଉଇକିଅଭିଧାନ‌ରୁ

ଗତଲକ୍ଷ୍ମୀକ

ଉଚ୍ଚାରଣ

[ସମ୍ପାଦନା]
(ଗତଲକ୍ଷ୍ମୀକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଗତ+ଲକ୍ଷ୍ମୀ+କ)

[ସମ୍ପାଦନା]
୧. ଯାହାଠାରୁ ଲକ୍ଷ୍ମୀ ଛାଡ଼ିଅଛି — ୧. Bereft of wealth or affluence; impoverished.
୨. ଯାହାର ଶୋଭା ନଷ୍ଟ ହୋଇଅଛି — ୨. Bereft of lustre; faded.