Jump to content

ଗତଶୋକ

ଉଇକିଅଭିଧାନ‌ରୁ

ଗତଶୋକ

ଉଚ୍ଚାରଣ

[ସମ୍ପାଦନା]
(ଗତଶୋକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗତ+ଶୋକ)

[ସମ୍ପାଦନା]

ବିଗତଶୋକ — Freed from grief.

ବିଶେଷ୍ୟ -

[ସମ୍ପାଦନା]

ଅଶୋକ ଗଛ — The Aṡoka tree.