Jump to content

ଗତସଙ୍ଗ

ଉଇକିଅଭିଧାନ‌ରୁ

ଗତସଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗତ+ସଙ୍ଗ)

[ସମ୍ପାଦନା]
୧. ନିଃସଙ୍ଗ; ସଙ୍ଗରହିତ — ୧. Free from company.
୨. ଫଳକାମନାଶୂନ୍ୟ — ୨. Free from desire for results.
୩. ବିଷୟକାମନାରହିତ; ବିଷୟବାସନାମୁକ୍ତ — ୩. Free from worldly desires or attachment.
୪. ଫଳକାମନାବିଶିଷ୍ଟ; ପୂର୍ଣ୍ଣମନୋରଥ — ୪. One who has realised his desires.