ଗତସ୍ପୃହ
(ଗତସ୍ପୃହା—ସ୍ତ୍ରୀ)
ଯାହାର କୌଣସି ବିଷୟରେ ବାସନା ନାହିଁ; କାମନାଶୂନ୍ୟ — One who has renounced his desires; indifferent to worldly attachment.