Jump to content

ଗତା

ଉଇକିଅଭିଧାନ‌ରୁ

ଗତା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]
୧. ଶଗଡ଼ର ଯୁଆଳିକୁ ଦୁଇ ଦଣ୍ଡାର ଶେଷ ବିନ୍ଦୁ ବା ଝୁରାମୁଣ୍ଡି ସହିତ ବାନ୍ଧିବାର କତା ବା ଚମଦଉଡ଼ି — ୧. Rope for tying the apex of the two shafts of cart to the yoke.
୨. ଚମ ବା କତାଦଉଡ଼ିରେ ବନ୍ଧା ହୋଇଥିବା ଝୁରାମୁଣ୍ଡି — ୨. The apex of the two shafts of a cart securely tied to the yoke.