Jump to content

ଗତାନୁଗତିକ

ଉଇକିଅଭିଧାନ‌ରୁ

ଗତାନୁଗତିକ

ଉଚ୍ଚାରଣ

[ସମ୍ପାଦନା]
(ଅନୁଗତିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଗତ+ଅନୁଗତିକ)

[ସମ୍ପାଦନା]
୧. ଅନୁକାରୀ; ଅନୁବର୍ତ୍ତୀ — ୧. Imitating others.
୨. ଲୋକଦୃଷ୍ଟାନ୍ତର ଅନୁବର୍ତ୍ତୀ — ୨. Walking in the path of custom.
୩. ଯେ ନିଜେ ଆଗପଛ ବିଚାର ନ କରି ଅନ୍ୟର ଦୃଷ୍ଟାନ୍ତକୁ ଅନୁକରଣ କରେ — ୩. Imitating the acts of others without thinking the pros and cons; following the examples of others blindly.
୪. ଯେ ପୂର୍ବବର୍ତ୍ତୀ ସମଘଟନା ଅନୁସାରେ କର୍ମ କରେ — ୪. Following precedents.

[ ଦ୍ର—ଗତାନୁଗତିକ ନ୍ୟାୟ—ଦେଖାଶିଖା ଅନୁସାରେ କାର୍ଯ୍ୟ କରିବା ନ୍ୟାୟ ନିଜେ ଆଗପଛ ବିଚାର ନ କରି କିମ୍ୱା କୌଣସି ବିଷୟ ଯାଥାର୍ଥ୍ୟ ବିବେଚନା ନକରି ଅନ୍ୟର ପ୍ରବର୍ତ୍ତିତ କଥା ବା କାର୍ଯ୍ୟ ଅନୁସାରେ ଚଳିଲେ ଏହି ନ୍ୟାୟର ଉଲାଖ ଦିଆଯାଏ]