Jump to content

ଗତାସୁ

ଉଇକିଅଭିଧାନ‌ରୁ

ଗତାସୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗତ+ଅସୁ)

[ସମ୍ପାଦନା]
୧. ଗତାପ୍ରାଣ; ମୃତ — ୧. Dead.
୨. ନିର୍ଜୀବ; ଯାହାର ପ୍ରାଣ ଗଲାଣି —୨. lifeless.