Jump to content

ଗତିମାନ୍

ଉଇକିଅଭିଧାନ‌ରୁ

ଗତିମାନ୍

ଉଚ୍ଚାରଣ

[ସମ୍ପାଦନା]
(ଗତିମତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - .ଫୁ—(ଗତି+ମତ୍; ୧ମା.୧ବ.)

[ସମ୍ପାଦନା]
୧. ଗତି କରୁଥିବା —୧. Moving; in motion.
୨. ଯାହାର ଘାତରୁ ପୂଜ ବୋହୁ ଅଛି — ୨. Having running sores.