Jump to content

ଗଦଗଦନାଦୀ

ଉଇକିଅଭିଧାନ‌ରୁ

ଗଦଗଦନାଦୀ

ଉଚ୍ଚାରଣ

[ସମ୍ପାଦନା]
(ଗଦଗଦନାଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଗଦଗଦ+ନଦ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ.)

[ସମ୍ପାଦନା]

ଅବ୍ୟକ୍ତ ଗମ୍ଭୀର ଶବ୍ଦକାରୀ — Making tremulous sounds; with acents choked by feelings.