Jump to content

ଗଦାଗଦା

ଉଇକିଅଭିଧାନ‌ରୁ

ଗଦାଗଦା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓ ବିଶେଷଣ - ଓ କ୍ରି. ବିଣ—(ବହୁବଚନାର୍ଥରେ ଶବ୍ଦର ଦ୍ୱିତ୍ୱ)

[ସମ୍ପାଦନା]

ସ୍ତୂପୀକୃତ; କୁଢ଼ କୁଢ଼ — In many heaps; heaps and heaps.

ଗଦା ଗଦା ହୋଇ ତଳରେ ପଡ଼ି ଗଦା ଦୁଇ ଥାଟ ଯାକକୁ କରି ଦେଲେ ପଦା କୃଷ୍ଣସିଂହ. ମ. ଭୀଷ୍ମ