Jump to content

ଗଦାଧର

ଉଇକିଅଭିଧାନ‌ରୁ

ଗଦାଧର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ଫୁ (ଗଦା=ଧୃ ଧାତୁ=କର୍ତ୍ତୃ. ଅ)

[ସମ୍ପାଦନା]
୧. ବିଷ୍ଣୁ — ୧. Bishṇu.
୨. ଶ୍ରୀକୃଷ୍ଣ —୨. Ṡrīkṛushṇa.

ବିଶେଷଣ -

[ସମ୍ପାଦନା]

ଗଦା ଧରିଥିବା —Armed with a mace.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁରୁଷଙ୍କୁ ଦିଆଯିବା ନାମ — A name given to males.