ଗଦାଧର ପଦ୍ଧତି
ଦେଖଣା
ଗଦାଧର ପଦ୍ଧତି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଗଦାଧର ରାଜାଗୁରୁଙ୍କ ପ୍ରଣିତ ସ୍ମୃତିଗ୍ରନ୍ଥ —The title of a collection of Hindu law in sanscrit compiled by Gadādhara Rājaguru, an Oriya Compiler of the Rājā of Puri.
[ଦ୍ରଷ୍ଟବ୍ୟ —ଏ ଗ୍ରନ୍ଥକୁ ବହୁ ପରିଶ୍ରମ ସହକାରେ ଏକାଧିକ ତାଳପତ୍ର ପୋଥିରି ଉଦ୍ଦାର କରି ଆଠମଲ୍ଲିକର ସ୍ୱର୍ଗୀୟ ରାଜା ଓ ଓଡ଼ିଆ ଅକ୍ଷରରେ ମୁଦ୍ରିତ କରାଇ ଉତ୍କଳରେ ବିତରଣ କରିଥିଲେ]