ଗଦାଧର ରାଜଗୁରୁ
ଦେଖଣା
ଗଦାଧର ରାଜଗୁରୁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ସୁପ୍ରସିଦ୍ଧ ଉତ୍କଳୀୟ ସ୍ମୃତିଶାସ୍ତ୍ର— ପ୍ରଣେତା; ଗଦାଧର ପଦ୍ଧତିର ରଚୟତା — The compiler of the 'Gadādhara paddhati' a collection of Hindu law and social customs.
[ଦ୍ରଷ୍ଟବ୍ୟ —ଏ ପୁରୀ ଜିଲା ବୀରହରେକୃଷ୍ଣପୁର ଶାସନର ପ୍ରତିଷ୍ଠିତା ଓ ଖୋରଧା ରାଜାଙ୍କର ମନ୍ତ୍ରୀ ଥିଲେ ଏହାଙ୍କ ଗ୍ରନ୍ଥ ଉତ୍କଳରେ ଓ ଦାକ୍ଷିଣତ୍ୟରେ ବିଶେଷ ଆଦୃତ]