Jump to content

ଗଦାଯୁଦ୍ଧ

ଉଇକିଅଭିଧାନ‌ରୁ

ଗଦାଯୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୩ୟା ତତ୍; ଗଦା+ଯୁଦ୍ଧ)

[ସମ୍ପାଦନା]

ଗଦାଦ୍ୱାରା ଯୁଦ୍ଧ; ଯେଉଁ ଯୁଦ୍ଧରେ ପ୍ରତିପକ୍ଷମାନେ ଗଦା ବ୍ୟବହାର କରନ୍ତି —A fight with maces on both sides; a battle with clubs.