Jump to content

ଗଦ୍ଗଦନାଦୀ

ଉଇକିଅଭିଧାନ‌ରୁ

ଗଦ୍ଗଦନାଦୀ

ଉଚ୍ଚାରଣ

[ସମ୍ପାଦନା]
(ଗଦ୍ଗଦନାଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗଦ୍ଗଦ+ ନଦ ଧାତୁ+ କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଆସ୍ପଷ୍ଟ ଧ୍ୱନି କରୁଥିବା —Making inarticulate sound; on account of intense feelings.
୨. ପୁନଃ ପୁନଃ କମ୍ପିତ ସ୍ୱରରେ କଥା କହୁଥିବା — ୨. Tremulous.
୩. ଖନାଉଥିବା —୩. Faltering.