Jump to content

ଗଦ୍ଗଦବାକ୍

ଉଇକିଅଭିଧାନ‌ରୁ

ଗଦ୍ଗଦବାକ୍

ଉଚ୍ଚାରଣ

[ସମ୍ପାଦନା]
(ଗଦ୍ଗଦବାଚୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗଦ୍ଗଦ+ ବାକ୍)

[ସମ୍ପାଦନା]

ଶୋକ, କ୍ରୋଧ, ଭକ୍ତିଆଧି ଯୋଗୁଁ କଣ୍ଠ ରୁଦ୍ଧ ହେବାରୁ ଯେ ଅର୍ଦ୍ଧୋଚ୍ଚାରିତ ବା କମ୍ପିତ କଥା କହେ —Speaking inarticulately or tremulously (on account of the voice being choked by joy, grief, anger or devotion.)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅର୍ଦ୍ଧୋଚ୍ଚାରିତ କଥା —Inarticulate and tremulous words.