Jump to content

ଗଦ୍ରା

ଉଇକିଅଭିଧାନ‌ରୁ

ଗଦ୍ରା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ଗୁଡ଼ ରଖିବାର ଚଉଡ଼ାମୁହଁ ବଡ଼ ମାଠିଆ — ୧. A wide-mouthed jug for storing molasses.
୨. ଆଖୁ ଦୋରୁଅ ରଖିବାର ପାତ୍ର ବା ମାପବିଶେଷ — ୨. A peculiar pot for keeping or measuring sugarcane-juice.

ବିଶେଷଣ - (ତୁଳ. ହିନ୍ଦୀ - ଗଦ୍ଦର୍)

[ସମ୍ପାଦନା]

ଦର ପାଚିଲା ଫଳ — Half-ripe (Fruit).