Jump to content

ଗଦୟିତ୍ନୁ

ଉଇକିଅଭିଧାନ‌ରୁ

ଗଦୟିତ୍ନୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗଦ ଧାତୁ+ କର୍ତ୍ତୃ. ଇତ୍ନୁ)

[ସମ୍ପାଦନା]
୧. ଗପଡ଼ି; ବହୁଭାଷୀ — ୧. Loquacious; garrulous.
୨. କାମୁକ —୨. Libidinous; lustful.

ବିଶେଷ୍ୟ -

[ସମ୍ପାଦନା]

କାମଦେବ —Cupid.