Jump to content

ଗଧଭୋଜନ

ଉଇକିଅଭିଧାନ‌ରୁ

ଗଧଭୋଜନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗଧର ଖାଦ୍ୟ ପରି ନିକୃଷ୍ଟ ଖାଦ୍ୟ — Coarse food like that of the ass.

[ଦ୍ରଷ୍ଟବ୍ୟ —ସାଧାରଣତଃ ଗଧର ଖାଇବା ବିଷୟରେ କେହି ଯତ୍ନ ନିଅନ୍ତି ନାହିଁ ସେ ଘାସ ଚରି ବୁଲେ, କିନ୍ତୁ କାମ ବେଳକୁ ଶକ୍ତ ବୋଝ ବହେ]