Jump to content

ଗଧରଡ଼ି

ଉଇକିଅଭିଧାନ‌ରୁ

ଗଧରଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗଧର ବୋବାଳି — ୧. The harsh braying of an ass.
୨. ଗଧର ବୋବାଳି ପରି କର୍ଣ୍ଣକଟୁ ରାବ — ୨. Any grating sound (compared to the braying of an ass).

[ଦ୍ରଷ୍ଟବ୍ୟ —ପ୍ରବାଦ ଅଛି ଯେ, ଶ୍ରୀକୃଷ୍ଣ ଜରାସନ୍ଧକୁ ମାରିବା ପୂର୍ବରୁ ଜରାମନ୍ଧ ଦିହୁଡ଼ି ଆଗ ଶମିଳିଗଛରେ ବନ୍ଧା ହୋଇଥିବା ଗଧମୁହଁରେ ଶଙ୍ଖଟାଏ ପୁରାଇ ଦେବାରୁ ସେହି ଦିନଠାରୁ ଗଧର ଶବ୍ଦ ଶଙ୍ଖଶବ୍ଦ ପରି ହୋଇଗଲା]