Jump to content

ଗଧରାଇବା (ଫଳ)

ଉଇକିଅଭିଧାନ‌ରୁ

ଗଧରାଇବା (ଫଳ)

ଉଚ୍ଚାରଣ

[ସମ୍ପାଦନା]

(ଯଥା—ଆମ୍ୱ ଗଧରାଇଲାଣି)

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ସଂସ୍କୃତ - ଅର୍ଦ୍ଧପକ୍ୱ; ତୁଳ. ହିନ୍ଦୀ - ଗଦ୍ରାନା)

[ସମ୍ପାଦନା]
୧. ଅର୍ଦ୍ଧପକ୍ୱ ହେବା — ୧. To be half-ripe.
୨. ପୂର୍ଣ୍ଣ ପକ୍ୱ ହେବାର ପୂର୍ବାବସ୍ଥା ପ୍ରାପ୍ତ ହେବା — ୨. To be about to ripen.