ଗଧାବୋଟ୍
ଦେଖଣା
ଗଧାବୋଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଧାବୋଟ୍
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗଧ ପରି ମନ୍ଥରଗତିବିଶିଷ୍ଟ ଭାରବାହୀ ବଡ଼ ନୌକା —A flat-bottomed slow boat capable of carrying a large load.
[ଦ୍ରଷ୍ଟବ୍ୟ —ଏ ସ୍ଥୂଳକାୟ ବୋଟକୁ କାତଦ୍ୱାରା ଚଳାଇଲେ ଏହା ବେଶି ଗତି କରି ପାରେ ନାହିଁ ଏହାକୁ ଷ୍ଟିମର ବା ଷ୍ଟିମଲଞ୍ଚ୍ ପଛରେ ବାନ୍ଧି ଦିଆଯାଏ]