Jump to content

ଗନିମତ୍

ଉଇକିଅଭିଧାନ‌ରୁ

ଗନିମତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଆ)

[ସମ୍ପାଦନା]
୧. ବିଧର୍ମା ବା କାଫେର୍କୁ ଯୁଦ୍ଧରେ ପରାସ୍ତ କରି ତାଠାରୁ ମୁସଲମାନ୍ ବିଜେତାଦ୍ୱାରା ପ୍ରାପ୍ତ ମାଲମତା —୧. Spoils of war obtained by a Mamomedan warrior from a vanquished infidel.
୨. ମୋଫତ୍ ବା ବିନା ପରିଶ୍ରମରେ ମିଳିବା ମାଲ — ୨. Anything got gratis.